ଚୋର ଧରିବାକୁ ଯାଇ ନିସ୍ତୁକ ମାଡ଼ ଖାଇ ହସ୍‌ପିଟାଲରେ ଭର୍ତ୍ତି ହେଲେ ପୁଲିସ

ଜଗତସିଂହପୁର: ଚୋର ଧରିବାକୁ ଯାଇଥିବା ପୁଲିସକୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲା ଚୋର। ପୁଲିସ କନେଷ୍ଟବଳ ଗୁରୁତର ଆହତ। ଘଟଣାସ୍ଥଳରୁ ଚୋର ଫେରାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ବାଲିସାହି ଗ୍ରାମରେ। ଘଟଣାକୁ ନେଇ ସମ୍ପୃକ୍ତ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ସାଇଲୋ ପଞ୍ଚାୟତ ତୋଟାସାହି ଗ୍ରାମର ବୁଢୀ ଜାଗୁଳାଇ ମନ୍ଦିର ତାଲା ଭାଙ୍ଗି ଗତକାଲି ରାତିରେ … Continue reading ଚୋର ଧରିବାକୁ ଯାଇ ନିସ୍ତୁକ ମାଡ଼ ଖାଇ ହସ୍‌ପିଟାଲରେ ଭର୍ତ୍ତି ହେଲେ ପୁଲିସ